by Banabihari Mishra ✓ · 12 Mar 2020
କେତେ ଓଷା ବ୍ରତ କରୁ ତୁ ମୋ ପାଇଁ ମନାସୁଛୁ ସଦା ମଙ୍ଗଳ ମୋର ତୋ ପାଇଁ କେବେ ବି ଗୋଟେ ହେଲେ ବ୍ରତ କରେନାହିଁ କେଡ଼େ ମୁଁ ସ୍ବାର୍ଥପର।
Loading comments…
Loading comments…