by Dr.Omm Prasad Pradhan ✓ · 10 Apr 2020
ସୃଷ୍ଟି ରେ ସୌନ୍ଦର୍ଯ୍ୟ ସିନା ଆଣିଲା ଅପବାଦ ବୋଝ ମୁଣ୍ଡାଇ ମଲା କାହିଁକି ପାଞ୍ଚାଳି ଯୁଦ୍ଧ ରଚିଲା ଶହଶ୍ର ଜୀବନ ଅକାଳେ ଗଲା ଭାବେ ଦ୍ରୌପଦୀ କିଦୋଷ କଲା ନିଜ ମାନ ଲାଗି ଯୁଦ୍ଧ ରଚିଲା ଏହା କଣ ତାର ଭୁଲ୍ ଥିଲା ? କାରଣ କରୁଣା
Loading comments…
Comments
Loading comments…