by Sunanda Mohanty ✓ · 25 Feb 2021
ତମେ ସେହି ଦୁର୍ବାଦଳ ଶ୍ୟାମ ଯିଏ ପଥରକୁ କରିପାରେ ନାରୀଟିଏ ମୁଁ ତ ଛାର ଶବଟିଏ ପାରିବ ମୋ ପାଦେ ବାନ୍ଧି ପୁଣି ଘୁଙ୍ଗୁର?
Loading comments…
Comments
Loading comments…