by SARADA NAYAK ✓ · 17 Oct 2020
ଆସ, ମୋ ପଛେ ପଛେ ଆସ ଏଇଠି ବସ ମୋ ପାଖରେ, ପୂର୍ବ ଦିଗକୁ ମୁହଁ କରି । ଖୋଲି ଦିଅ ଅଭିମାନର ବସ୍ତ୍ର ଆଉ ସ୍ୱାଭିମାନର ଅନ୍ତବସ୍ତ୍ର ଯାହାକୁ ଚାପି ରଖିଛ, ଅହଙ୍କାର ର ହୁକ୍ ରେ। କିନ୍ତୁ ଖୁବ୍ ସନ୍ତର୍ପରେ......... ମନ-ପ୍ରେମିକର ଅଗ
Loading comments…
Comments
Loading comments…