by Badal Nanda ✓ · 7 May 2021
ହଁ ମୁଁ ବାରିପାରେ, ସମାଜର ଚାରିଆଡେ ସ୍ୱାର୍ଥପରତା ଓ ହୀନତ୍ୱର ଗନ୍ଧ ମୁଁ ଠିକ୍ ଭାବେ ବାରିପାରେ, ହେଲେ, ମୁଁ ଦୃଷ୍ଟି ଥିବା ଲୋକଙ୍କ ଭଳି ହୀନମନା ନୁହେଁ, ମନେରଖ ମୁଁ ଦୃଷ୍ଟିହୀନ ଅଟେ, ହୀନଦୃଷ୍ଟି ନୁହେଁ l
Loading comments…
Comments
Loading comments…