by Kalyani Nanda ✓ · 13 Dec 2020
ମୁଁ ଯେ ଏ ସ୍ୱତନ୍ତ୍ର ଭାରତର ସ୍ୱାଧୀନ ନାଗରିକ, ମୁଁ ଯେ ସଚେତନ, ଶୃଙ୍ଖଳିତ, କର୍ତ୍ତବ୍ୟ ପରାୟଣ, ସତ୍ୟନିଷ୍ଠ, ଦେଶପ୍ରେମୀ, ନବ ଭାରତର ନାଗରିକ, ମୁଁ ହିଁ ଗଢି ତୋଳିବି ସ୍ଵର୍ଣ୍ଣପ୍ରସୂ ଏକ ନୂତନ ଭାରତ।
Loading comments…
Comments
Loading comments…