by Kalandi pal ✓ · 19 Apr 2022
ଭାଇ ହତ୍ୟା କରେ ଭାଇକୁ ଏଠାରେ ବଡ ଶତ୍ରୁ ପିତାମାତା ସ୍ତ୍ରୀ ହତ୍ୟା କରେ ସ୍ୱାମୀକୁ ଏଠାରେ ସ୍ୱାମୀ କରେ ସ୍ତ୍ରୀରୀ ହତ୍ୟା ମାଆ ଛାଡି ଯାଏ କଅଁଳା ଛୁଆକୁ ବଞ୍ଚାଇ ତାର ଜୀବନ ମୁହିଁ ରାବଣରେ ମୁହିଁ ରାବଣ !!
Loading comments…
Comments
Loading comments…