by Nilakantha Dash ✓ · 15 Aug 2019
କ'ଣ କହି କରିବି ତୁମକୁ ମୋ ପ୍ରେମ ନିବେଦନ ବାଧା ଦିଏ ମୋତେ ମୋର ପରିଚୟ ଏବଂ ମୋର ଆତ୍ମସମ୍ମାନ । ଯେଉଁ ଦିନ କରିବି ମୁଁ ତୁମକୁ ଆଲିଙ୍ଗନ ମନ କହେ ସତେ କିବା ପାଇଯିବି ମୁଁ ଶ୍ରେଷ୍ଠ ପ୍ରେମିକ ସମ୍ମାନ?
Loading comments…
Comments
Loading comments…