by Prasant Kumar Senapati ✓ · 5 Jul 2018
ମୁଁ ଖୋଜୁଛି ତୋତେ ଅସ୍ତଗାମୀ ରବିର ଲାଲିମାରେ, ମୁଁ ଖୋଜୁଛି ତୋତେ ପାହାନ୍ତିଆ ରାତିର ମୃଦୁ ପ୍ରହରେ, ମୁଁ ଖୋଜୁଛି ତୋତେ ଆମ ସ୍ମୃତିର ବାଲିଘରେ ।
Loading comments…
Comments
Loading comments…