by kamal kumar dash ✓ · 20 Jun 2019
ନିଜ କୁ ମୁଁ ହଜେଇ ବସିଛି ପୁନେଇଁର ସେ ଛେନା ଚାନ୍ଦରେ ଚିରିଥିବା ଚିଠି ଟୁକୁଡାରେ ମୋ ମନର ପ୍ରତି ପାଖୁଡ଼ାରେ ହୋଲିରସେ ରଙ୍ଗୀନ ମୁଁହରେ
Loading comments…
Loading comments…