by Dr Simant Kumar Nanda ✓ · 3 May 2022
ପିତା ନୁହଁ ତୁମେ ବିଶ୍ୱପିତା ସାକ୍ଷାତ ବ୍ରହ୍ମାଣ୍ଡ। ପୁତ୍ର ବା କଳତ୍ର ନୁହଁ ତୁମ୍ଭେ ବି କାହାର। ସୂତ ଭାର୍ଯ୍ୟା କରି ଅଙ୍ଗୀକାର ପୁତି ଗନ୍ଧ ଯୁକ୍ତ ଏଇ ମନ ମୋର ଚିନ୍ତେ ନାହିଁ ତୁମ୍ଭଙ୍କୁ କେଭେଁ ହୃଦରେ ନିଜର ।
Loading comments…
Loading comments…