by Sukadev Mahanta ✓ · 14 Apr 2021
ମୁଁ କ'ଣ ଏତେ ନିଃସହାୟ ଯେ ମୋ ପାଇଁ ଶୁଭେନା କାହା ଠାରୁ ଆହା ବୋଲି ପଦେ କେହି ବଢାଏନି ସାହାଯ୍ୟର ହାତ ଜୀବନ ବିହୁନେ ଝସ ସମ ଛଟପଟ ହୋଇ ଟହଳ ବିକଳେ ମରିବାକୁ ହୁଏ
Loading comments…
Loading comments…