by Dr Baman Chandra Dixit ✓ · 21 Jul 2019
ନାହିଁ ଦରକାର ମାନ ପୁରସ୍କାର ଆଦର ବା ଅଭ୍ୟର୍ଥନା, ପଡି ରହିଥିବି ଅନାଦୃତ ହୋଇ କବି ମଧ୍ୟେ ପଛ ଗଣା। ନାହିଁ ଅବଷାଦ ନାହିଁ କ୍ଷେଦ ଭେଦ ନାହିଁ ବି ଆଶା ଅନେକ, ମାତ୍ର ଅନୁରୋଧ ହେ ଓଡ଼ିଆ ବୃନ୍ଦ ଭାଷାର ତ ରଖ ଟେକ।
Loading comments…
Comments
Loading comments…