by ବଳରାମ ବାରିକ ✓ · 11 Jul 2018
କୀର୍ତ୍ତନ ମଣ୍ଡଳୀ ବୁଡି ଗଲା ଦିନୁ ମୋ ଗାଁ ମନ୍ଦିରେ ଡ଼ିଜେ ରେ ଭଜନ ବାଜୁଛି। ତାକୁ କାଳିଆ ସାଆନ୍ତ ଶୁଣୁଛି। ମୁଁ ସେହି ଗାଁ ରେ ବଞ୍ଚୁଛି।
Loading comments…
Comments
Loading comments…