by ବଳରାମ ବାରିକ ✓ · 22 Aug 2018
ବୁଢ଼ା ବାପ ର ପାକୁଆ ପାଟିର ସ୍ନେହ ଭରା ହସ ଆଜି ବି ମୋ ଆଖିରେ ଝଲସି ଉଠୁଛି। ଖାଇ ସାରି ମୁଁହ ପୋଛୁଥିବା ମୋ ମା'ର ଚିରା ପଣତ ଏବେ ଭାରି ମନେ ପଡୁଛି।
Loading comments…
Loading comments…