by Bharatabandhu Biswal ✓ · 7 Jul 2021
ଏ ଭବ ସଂସାରେ ତୁମେ ମହାପ୍ରଭୁ ମୁକ୍ତି ମୋକ୍ଷ ପ୍ରଦାୟକ ତୁମ କୃପା ବଳେ ପଙ୍ଗୁ ଲଙ୍ଘେ ଗିରି ଜୀବନ ହୁଏ ସାର୍ଥକ ଶତ ଝଡ଼ ଝଞ୍ଜା ବାଧା ବିଘ୍ନେ ପ୍ରଭୁ ନାମ ହେଉ ଜପାମାଳୀ । ହେ ଜଗନ୍ନାଥ----
Loading comments…
Loading comments…