by Debabrata Mishra ✓ · 13 Jun 2021
ହଁ.... ମୁଁ ଜନ୍ମନେଲେ କିଏ ଦିଏ ମୁହଁ ମୋଡ଼ି ଆଉ କାହାର ଶୁଖିଯାଏ ଓଦା ମୁଖ, ମରିଯାଏ ମନ ଝିଅଟିଏ କ'ଣ ସତରେ ନିଆଁ ଟିଏ..... ସମସ୍ତେ ଡ଼ରନ୍ତି କାହିଁକି ମଣିଷର ସେଠି ହାରୁଥାଏ ବାରବାର ବିବେକ, କିଏ ଦୋଷୀ ଅବା ଦୋଷ ଦେବି କାହାର ଜାଣେନି
Loading comments…
Loading comments…