by କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera ✓ · 28 Jul 2021
ଯେମିତି ଚୁମ୍ବକ ପରି ଟାଣିନିଏ ହୃଦୟ ଭିତରୁ ସବୁ ସ୍ନେହ କୋଳେଇ ନେଇ ପପିଟିଏ ଦେବାକୁ ମନ ହୁଏ ଠିକ୍ ସେମିତି ନିର୍ବିକାରରେ ମୁଁ ତୁମକୁ ଭଲ ପାଏ।
Loading comments…
Loading comments…