by ଦୀପଙ୍କର ଦାସ ✓ · 31 Oct 2021
ତୁମକୁ ଆସିବାକୁ ହେବ ପ୍ରତ୍ୟେକ ମୁହୂର୍ତ୍ତ ମୋ ସାଥିରେ ରହିବାକୁ ହେବ ହାତରେ ସେ ରେଖାକୁ ବଦଳିବାକୁ ହେବ ମୁଁ ବୋଧହୁଏ ବିରହର ସଜା କାଟୁଛି ଯନ୍ତ୍ରଣା ଜେଲରେ ସଜା ସରିଗଲେ ମୁଁ ତୁମକୁ ପୁଣି ଭେଟିବି।
Loading comments…
Loading comments…