by Gangotri Priyadarshini ✓ · 15 Nov 2020
ମନରେ ସାଇତା ଚରମ ସେ ବ୍ୟଥା..... କିହେବ ପାସୋରି ନୁହଇଁ ଅନ୍ୟଥା.... ଭାତୃପ୍ରେମେ ହେଉ ଅବା ପ୍ରଜା ଅନୁରାଗେ... ପିତୃପ୍ରତିମଙ୍କ ଆଦେଶ ପାଳନେ, ଅବା ଆର୍ଯ୍ୟବଂଶ ଗଉରବେ....... ... ମୁଁ ଉର୍ମିଳା ତୁମ ଅର୍ଦ୍ଧାଙ୍ଗିନୀ.....
Loading comments…
Comments
Loading comments…