by Dr.Soumya Ranjan Khatua ✓ · 2 Jul 2021
କି କହିବି ପ୍ରିୟେ ଚାହାଣୀ ତୁମ ସତେ ମୃଗନୟନୀ , ହୃଦୟକୁ ମୋର ଆଉ ଖାଲି ରଖିନି , ତୁମ ପାଦର ପାଉଁଜି କେବେ ମତୁଆଲା ବନେଇଲା ଜାଣିନି , ମୋ ହୃଦୟ କେବେ ତୁମ ପଛେ ପଛେ ଚାଲିଗଲା ମୁଁ ରହିଗଲି ଜାଣିନି
Loading comments…
Comments
Loading comments…