by Gyanaranjan Sahoo ✓ · 30 Jun 2019
ଗରିବର ପୁଣି ଜାତି ଗୋତ୍ର କଣ ? ମୂଲ ମଜୁରୀ ବେକାରୀ ଓ ଦାଦନରେ ଘିରିଘିରି ହେଉଥାଏ ମୁଁ ହେଲେ କଣ ହେଲା ସବୁଠି ମୋ ପାଇଁ ଜୋରଦାର ଚର୍ଚ୍ଚା ଦିଲ୍ଲୀଠାରୁ ଦୌଲତାବାଦଯାଏଁ ଚାଲିଥାଏ କାରସାଦି ଆଗକୁ ଆମ ପାଇଁ କିଛି ହେବ, ସେ ଆଶାରେ ପିଣ୍ଡରେ ପ୍ରାଣକୁ ଧରି ଜଗି ବସିଥାଏ ମୁଁ
Loading comments…
Comments
Loading comments…