by ପ୍ରିୟଦର୍ଶିନୀ ମହାନ୍ତି ✓ · 3 Feb 2021
ମୋ ରଙ୍ଗ ପରଖାଯାଏ ମୁଲଚାଳ କରାଯାଏ... ରୂପ,ରଙ୍ଗ,ଗୁଣ ଦେଖି ଦାମ୍ ନିର୍ଦ୍ଧାରଣ କରାଯାଏ। ମୁଁ ରକ୍ତ ମାଂସ ଧାରୀ ନାରୀଟିଏ, ମୁଁ ବେଙ୍ଗି ପିତ୍ତଳ କି ସୁନାମୁଣ୍ଡା ନୁହେଁ ଯେ ମୋତେ କଷଟି ପଥରରେ ଘସା ଯାଏ।
Loading comments…
Loading comments…