by Bijaylaxmi Behera ✓ · 12 Feb 2022
ମୁଁ ମୁକୁଳେଇ ନେଲି ମୋତେ ବୃଥା ଆତୁରତାରୁ ମୁଁ ମୁଁ ର ପାଗଳପଣରୁ ଜହ୍ନ ରାତିର ମିଠା ସମ୍ମୋହନରୁ ଶୁଖିଲା ପତ୍ରର ଉଦାସୀନତାରୁ
Loading comments…
Comments
Loading comments…