by Prasanna Kumar Madala ✓ · 11 Jul 2018
ପଶୁପକ୍ଷୀ ଚାଷୀକୁଳ ହେଲେଣି ଅଥୟ ଢାଳିବାରେ କୃପାଦୃଷ୍ଟି କି କାରଣେ ହେଳା ମଉସୁମୀ ପ୍ରବାହରେ ଦୂର ଯେବେ ଭୟ ସଂସାର ହିତରେ ସିନା ଏହି ଲୀଳାଖେଳା ।
Loading comments…
Loading comments…