by kahnu charan sahu ✓ · 10 Aug 2021
ମୁଁ ସେହି ପାଗଳ ପ୍ରେମୀ ପଦେ କଥାରେ ଈଶ୍ୱରୀ ମଣୁଥିଲି, ନା ମାନୁଥିଲି ବାପା ମାଆ କଥା ନା ବୁଝି ପାରୁଥିଲି ତାଙ୍କ ଛାତିଥରା ବ୍ୟଥା, ଯୁଗ ଯୁଗ ତମର ଦୁଃଖ ମୋର୍ କରିବାକୁ ଯାଉଥିଲି ମନ୍ଦିର କିନ୍ତୁ ତମେ ବୋଳିଲ କଳଙ୍କ
Loading comments…
Comments
Loading comments…