120Log inSign up
ମୂରୁଖପଣରେ ବାର ପିଲା ମୋର
Poem · Others

ମୂରୁଖପଣରେ ବାର ପିଲା ମୋର

by Parshuram Biswal ✓ · 1 Aug 2017

2.5KReads
20Likes
1Min read

ମୂରୁଖଟେ ମୋତେ କଲୁ କିଆଁ ପ୍ରଭୁ, ସେ’ପାଇଁ ତ ସବୁ ନାଟ କା’ର କି କାମରେ ଲାଗିବିରେ ଜଗା, ମୋ ପାଇଁ ସବୁ ବିଭ୍ରାଟ ଭଲ କଥାକୁ ମୁଁ ଭୁଲ୍ ବୁଝଇ ବାହାର କରଇ ଫାଟ ।

Loading comments…

ମୂରୁଖପଣରେ ବାର ପିଲା ମୋର · StoryMirror