by Samar Ballav Bhoi ✓ · 13 Dec 2020
ମୌଳିକ ଅଧିକାର ଅସ୍ତ୍ର ଅଟେ ନାଗରିକର ଗଣତନ୍ତ୍ରର ସ୍ୱଛ ଶାସକ ବାଛିବା ହିଁ ଦରକାର ଅସାଧୁତା ଅପପ୍ରଚାରରୁ ରହିବା ଅତି ଦୂର କୁସଂସ୍କାର ଓ ଅଧର୍ମକୁ କରିବା ନାହିଁ ଆଦର
Loading comments…
Loading comments…