by Jamuna Swain ✓ · 13 Apr 2020
ଥଣ୍ଟ ଟି ତୋର ନାଲିଆ ଗୋଡ଼ ଯୋଡିକ ସରୁଆ। ଦଳ ଧରି ଆସୁଛୁ ମେଳ କରି ଖାଉଛୁ। ଟମାଟୋ ସବୁ ଖାଉଛୁ ଫୁର୍ କିନା ଉଡୁଛୁ।
Loading comments…
Loading comments…