by Prabhati Mahapatra ✓ · 8 Dec 2020
ଉଚ୍ଚ ନୀଚ୍ଚ ଭାବ ମନ ମଧ୍ୟେ ରଖି ଭୂଲି ଯାଅ ରକ୍ତ ଭେଦ ସ୍ନେହ ମହୌଷଧି ବୋଳି ଦେଇ ଦେଖ ଲିଭିବ କଟୁକ୍ତି ବାଦ । ରଞ୍ଜିତ ଶୋଣିତ ବେନି ଆଖି ଦୁଇ ଖୋଲି ଦିଏ କ୍ରୋଧ ଦ୍ଵାର ଅନର୍ଗଳ ବୋଲେ ମନେ ପୀଡା ଦେଇ ପିନ୍ଧି ଅବିବେକି ହାର ।
Loading comments…
Loading comments…