by Panchanan Jena ✓ · 13 Feb 2022
ଅଭିନୟରେ ଦୁଇ ପାଦ ଆଗେଇ ଯିବି ଡରିଯିବି କାନ ଧରିବି ଭୟ କରିବି ତୁନି ରହିବି ଜାବୋଡି ଧରିବି ପଛ ପଟରୁ ପଟେଇ ନେବି ଭାଉଜଙ୍କୁ କାନ୍ଧରୁ ଆସ୍ତେକିନା କହିଦେବି " ସରି" ଫୁସ୍ ଫାସ୍ କହିଦେବି " ଆଉ ହବନି " ଦୋହରୀ ।
Loading comments…
Loading comments…