by Sujata Dash ✓ · 1 Jul 2019
"ଆପଣ ତ ଘଡ଼ିଏ ହେଲାଣି ଏଇ ସୁକୁଲା ନଈଟାକୁ ଅନେଇ କି ଠିଆ ହେଇଛନ୍ତି ଧାର ଅଛି ନ ସୁଅ ଅଛି?" "ତୁ ବୁଝି ପାରିବୁନିରେ ଏଇ ନଈ ଗର୍ଭରେ ପରସ୍ତ ପରସ୍ତ ସୁନେଲି ଅତୀତ ଅଛି ଆଉ ସେଇ ମୂଳଦୁଆକୁ ନେଇ ମୋର ବର୍ତ୍ତମାନ ।"
Loading comments…
Loading comments…