by Ajit Kumar Raut ✓ · 19 Feb 2021
କର୍ତ୍ତବ୍ୟ ପଥରେ ବିଚଳିତ ନାହିଁ ବୀରାଙ୍ଗନା ନାରୀ ସିଏ ଦେଶର ଉଜ୍ଜ୍ବଳ ଭବିଷ୍ୟ ନିମନ୍ତେ କାର୍ଯ୍ୟ କରୁଥିଲେ ସିଏ।୪। ସମସ୍ତଙ୍କ ପ୍ରିୟ ସୁଷମା ଅଟନ୍ତି ବିଶ୍ବର ବି ମଧ୍ୟ ପ୍ରିୟ ବିପକ୍ଷ ଦଳର ପ୍ରିୟ ସେ ଅଟନ୍ତି ଜନତାଙ୍କ ମଧ୍ୟ ପ୍ରିୟ।
Loading comments…
Loading comments…