by Gangotri Priyadarshini ✓ · 23 Sept 2020
ଯେବେ ନାରୀ ସ୍ନେହ ସମ୍ମାନର ସୁରକ୍ଷା ପାଇଁ ତୁମେ ଅଯୋଗ୍ୟ.... ନାରୀର ବିଶ୍ୱାସ ଭାଙ୍ଗିବାରେ ତୁମେ ସିଦ୍ଧହସ୍ତ କିଛି ବି ସହି ପାରିବାର ଶକ୍ତିକୁ ତୁମେ ଭବିତବ୍ୟ ବୋଲି ଗ୍ରହଣ କରି ନେଇଛ
Loading comments…
Loading comments…