by କଳ୍ପନା ରାୟ ✓ · 12 Oct 2020
ମାଆ ରୂପେ ତୁହି ମମତାମୟୀ ଭଗିନୀ ରୂପରେ ଭାଇ ଦୁଃଖ ନେଉ ଜାୟା ରୂପରେ ତୁ ସଂସାରକର୍ତ୍ତୀ ପ୍ରେମିକା ଭାବରେ ରାଧାନାମ ନେଉ କେବେ ସାଧିକା ରୂପରେ ଶବରୀ ହେଉ ସମାଜ ସଂସ୍କାରରେ ମାଆ ରମାଦେବୀ କେବେ ଶର୍ମିଷ୍ଠା ରୂପରେ ଦେଖାଉ ଵହ୍ନି ପାଣିର
Loading comments…
Comments
Loading comments…