by puspanjali das ✓ · 13 Mar 2020
ନଦୀଟିଏ ପରି,ଶାନ୍ତ,ସ୍ନିଗ୍ଧ ହୋଇ, ବହିଯାଏ ସିନା,ସାଗରେ ମିଶିବା ପାଇଁ, ହେଲେ,ଅସ୍ତିତ୍ବ ତା'ର ବିଳପି ଯେ ଉଠେ, ଦେଖି ତା'ର ନିଜ ଛବି ।
Loading comments…
Comments
Loading comments…