by Minati Rath ✓ · 27 Nov 2019
ତଥାପି ପାଏନା ଯଶ ଅପମାନ ଯେତେ କିନ୍ତୁ ଲେଖା ତା' ଭାଗ୍ୟରେ ସୁଖ ଶବ୍ଦ ତା' ପାଇଁ ନିଆରା ଦୁଃଖ ଯେତେ ହଜିଯାଏ ତା' ହୃଦୟ ମରୁବାଲିରେ ॥
Loading comments…
Comments
Loading comments…