by Sasmita Patanaik ✓ · 19 Mar 2020
ଅପେକ୍ଷା ନାହିଁ ଦୁର୍ବଳତାକୁ ଉପେକ୍ଷା କରିଛି ଆଜିର ନାରୀ, ଖୋଲା ହସ ହସୁଛି, ମୁକ୍ତ ଆକାଶର ବିହଙ୍ଗ ସାଜିଛି, ସମସ୍ତଙ୍କ ତାଳରେ ତାଳ ଦେଇ ଚାଲିବା ଶିଖି ଯାଇଛି ଆଜିର ନାରୀ ।
Loading comments…
Loading comments…