by ଦୀପଙ୍କର ଦାସ ✓ · 6 Nov 2021
ସେ ଶୁଣୁଥିଲା ଆଦେଶ ସେ ଶୁଣୁଥିଲା ଉପଦେଶ ତା ପାଇଁ ଥିଲା ବର୍ଜନା କେବେ ପୁଣି ଆବର୍ଜନା ରାଜା କହିଲେ ବିଷ ପିଅ ସେ ମୀରା ହୋଇଗଲା
Loading comments…
Loading comments…