by Sanjukta Padhi ✓ · 15 Dec 2020
କୁଳକୁ କରାଏ ଧନ୍ୟ ସେ ବୋଲାଏ କନ୍ୟା ସମ୍ଭାଳି ପାରେ ପରିବାର ଭାର ତେଣୁ ଭାର୍ଯ୍ୟା ନାମଟି ତା'ର ସଂସାରକୁ କରେ ସୁଖି ବୋଲାଯାଏ ତାକୁ ସ୍ୱରୂପା ଗୃହ ସ୍ଥିତି ସ୍ଥିର କରିପାରେ ଚିହ୍ନା ହୁଏ ସେ ସ୍ତ୍ରୀ ନାଁ ରେ
Loading comments…
Loading comments…