by DR SAMIR KUMAR NANDA ✓ · 19 Jul 2021
ନାରୀ ତୋତେ ସାଜିବାକୁ ହେବ ମହିଷାମର୍ଦ୍ଦିନୀ ରକ୍ତମୁଖାଙ୍କ କରି ଦର୍ପଦଳନ ଉଦ୍ଧାରିବୁ ହସ୍ତେ ଅସ୍ଥିର ମେଦିନୀ । ଶିକ୍ଷାଲାଭ କରି ତୁ ବାଟ ଦେଖାଇବୁ ଆଗାମୀ ପିଢିକୁ ଜନ ପ୍ରତିନିଧି ସାଜି ତୁ ସଂସ୍କାରିବୁ ସମଗ୍ର ଦେଶକୁ ।
Loading comments…
Comments
Loading comments…