by KRUTIBAS NAYAK ✓ · 17 Dec 2020
ମାଆ କୋଳେ ଧରି କହେ ମୋ ଜୀବନ ପତ୍ନୀ କହେ ସୁନାଖଣି, ମାଆ ଆଣିଦିଏ ସରଗରୁ ଚାନ୍ଦ ପତ୍ନୀ ଦିଏ ସୂର୍ଯ୍ୟ ଆଣି | ମାଆ କହେ ସଦା ଥିବୁ ଦୃଷ୍ଟିପଥେ ଯିବୁ ନାହିଁ ବେଶି ଦୂର, ପତ୍ନୀ କହେ ଚାଲ ବୁଲିବା ବାହାରେ ଛାଡ଼ ଏ' ପୁରୁଣା ଘର |
Loading comments…
Loading comments…