by Nirupama Tarai ✓ · 25 Jun 2022
ପକ୍ଷୀ ଠାରୁ ତା ବେଗ ଚଞ୍ଚଳ, ବିଜୁଳି ଠାରୁ କ୍ଷୀପ୍ର। ମାତୃ ରୂପେ ଧରଣୀ ସେ ଜଗତ କଲ୍ୟାଣୀ ଜନନୀ।୨। ସଂସାର ର ଯୁଦ୍ଧରେ ସେ, କେବେ ହାରି ଯାଆନ୍ତି। ସଭିଙ୍କ ର ପ୍ରୀତି ସେ, ସଂସାର ର ଶାନ୍ତି।୩।
Loading comments…
Loading comments…