by Jyotsna Acharya ✓ · 15 Mar 2022
ତୁ ନୁହେଁ ଅବଳା ନୁହେଁ ତୁ ଦୁର୍ବଳା ନିର୍ଭୟା ଅଭୟା କଳ୍ୟାଣମୟୀ, ପ୍ରତୀକ କର୍ମ ତୁ ଅଷ୍ଟ ଗଣ୍ଠି ନାମେ ସ୍ବୟଂ ସ୍ବସ୍ଥିକ ତୁ ମା ସ୍ବରୂପିଣୀ..... କେବେ ବହିଯାଉ ପବିତ୍ର ମନରେ ସ୍ନେହ ଗଙ୍ଗା ଧାର ପ୍ଲାବିତ ନଇ, କେବେ ପୁଣି ତୁହି
Loading comments…
Loading comments…