by Basanti Pattnaik ✓ · 18 Sept 2020
ହାସ୍ୟର ଫଲଗୁ ଧାରା ବୈଶାଖ ର ରୁଦ୍ର ତାପ ଦୋହଲାଇ ଦିଏ ନାହିଁ ତା ଛାତିକୁ ଶ୍ରାବଣ ର ଅଶାନ୍ତ ଧାରା ବିଚଳିତ କରେ ନାହିଁ ତା ପ୍ରାଣକୁ
Loading comments…
Loading comments…