by Sunanda Mohanty ✓ · 17 Dec 2020
ପରିବାର ମନ୍ଦିରରେ ତ୍ୟାଗ ସ୍ୱାର୍ଥ ତ୍ୟାଗ ର ପୁଜାରିଣୀ ସିଏ ତାକୁ ବୁଝିବାକୁ ସମୟ କହେ ହଉ ହଉ ରହେ ଶୁନ୍ୟ ରୁ ପୂର୍ଣ୍ଣତା ପର୍ଯ୍ୟନ୍ତ ଭରା ନଈ ଟିଏ
Loading comments…
Loading comments…