by ASHISH GOUDA ✓ · 1 Jul 2019
ତମେ ଠିକ୍ କହିଥିଲ ରଙ୍ଗମଞ୍ଚରେ ଦୃଶ୍ୟ ପରେ ଦୃଶ୍ୟ ବଦଳେ ହେଲେ ଚରିତ୍ର ସମାନ ଥାଏ, ହେଲେ ତମ ନାଟକରେ ଯେ ଏ କଥାଟା ଠିକ୍ ଓଲଟା । ଜାଣିବା ବେଳକୁ ଦୃଶ୍ୟ ସରିଯାଏ, ପରଦା ପଡ଼ିଯାଏ ।
Loading comments…
Loading comments…