by Gitanjali Pujapanda ✓ · 3 Jan 2021
ତୁମରି ଆଶ୍ରିତେ ମନ ମୋରସଦା ରହୁ ଚଳାଇ ନିଅ ନୌକା ହେ କଳା ନାବିକ । ଜୀବନ ଯେ ପାଣି ଫୋଟକା ସମାନ ଦୃଢ଼ ହେଉ ସବୁ ସଂକଲ୍ପ ।
Loading comments…
Loading comments…