by ABADHOOT PANDA ✓ · 24 Mar 2021
ପ୍ରତ୍ୟେକ ଦେଶର ପ୍ରତ୍ୟେକ ନରନାରୀ ଆଉ ପ୍ରତ୍ୟେକ ଭାବୁକ ଜନ ଐଶ୍ଵରିକ କରୁଣାମୟ ଚେତନାରେ ହୁଅନ୍ତୁ ଆହ୍ଲାଦିତ ନିରନ୍ତର ମନ ପ୍ରାଣ ଭରି ଉପଭୋଗ କରି ଚାଲନ୍ତୁ ଜାଣି ପ୍ରାଧାନ୍ୟ ପରମାତ୍ମାଙ୍କର ଗଢ଼ି ଏକ ଆଦର୍ଶମୟ ବିଶ୍ୱ ପରିବାର l
Loading comments…
Comments
Loading comments…