by Tapan Kumar Biswal ✓ · 11 Jan 2021
ବିଧିର ବିଧାନ କହିଲେ କି ହେବ କର୍ମ ଠୁ ବିମୁଖ ହେଲେ l ଯଶ କୀର୍ତ୍ତି ତୁମ ଅକ୍ଷୁର୍ଣ୍ଣ ରହିବ ନିଶ୍ଚେ ଭଲ କାମ କଲେ ll ବୁଣିଦିଅ ତୁମେ ଯେତେ ଶବ୍ଦ ମଞ୍ଜି ହେଉ ନୂଆ ନୂଆ ଚାରା l ସାହିତ୍ୟ ଆକାଶେ ଦୃଶ୍ୟମାନ ହେଉ ଯେହ୍ନେ ନୂଆ ଶୁଭ୍
Loading comments…
Comments
Loading comments…